ଠାବ ହେଲା ଆଉ ଏକ ମଦ ଭାଟି:୧୦ ଗିରଫ ୪ ଲକ୍ଷ ଟଙ୍କାର ପୋଚ, ମଦ ଓ ସରଞ୍ଜାମ ଜବତ

ଖଣ୍ଡଗିରି: ରାଜଧାନୀର ବସ୍ତିମାନଙ୍କରେ ଚାଲିଛି ମାଳମାଳ ମଦ ଭାଟି। ମଙ୍ଗଳବାର ପୁଣି ଏକ ଦେଶୀ ମଦ ଭାଟିକୁ ଠାବ କରିଛି ଅବକାରୀ ବିଭାଗ। ଚୁନୁକୋଳି ବସ୍ତିରୁ ଏହି ଭାଟିକୁ ଠାବ କରାଯାଇଛି। ଏଠାରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପୋଚ, ରନ୍ଧା ମଦ ଓ ଭାଟି ସରଞ୍ଜାମ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୧୦ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। … Continue reading ଠାବ ହେଲା ଆଉ ଏକ ମଦ ଭାଟି:୧୦ ଗିରଫ ୪ ଲକ୍ଷ ଟଙ୍କାର ପୋଚ, ମଦ ଓ ସରଞ୍ଜାମ ଜବତ